ବିଭିନ୍ନ ସମିତି
ପରିଷଦର ବିଭିନ୍ନ ସମିତି ପରିଷଦର ବିଭିନ୍ନ ଅନୁଭାଗ ଯେପରି ଅର୍ଥ, ପରାମର୍ଶ ସମିତି, ନିରୀକ୍ଷଣ ମୂଲ୍ୟାୟନ ସମିତି, କାର୍ଯ୍ୟ ନିର୍ବାହୀ ସମିତି ଇତ୍ୟାଦିର କାର୍ଯ୍ୟ ଦେଖାରେଖା କରନ୍ତି / ପରିଷଦର କାର୍ଯ୍ୟକଳାପସୁବ୍ୟବସ୍ଥିତ କରିବା ନିମନ୍ତେ ପରାମର୍ଶଦାତା ସମିତି ନୂତନ ପଦକ୍ଷେପ ସମ୍ବନ୍ଧରେ ପରାମର୍ଶ ଦେଇଥାନ୍ତି
କ୍ରମାନ୍ବୟ ରେ ଦାୟିତ୍ୱ ଗୁଡିକ:
ଉପଦେଷ୍ଟା ସମିତି |
କ୍ରମ |
ପଦ |
ପଦନାମ |
୧ |
ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଓଡ଼ିଶା, କଟକ |
ଅଧ୍ୟକ୍ଷ (ସଭାଧ୍ୟକ୍ଷ) |
୨ |
କୁଳପତି, ବିପିୟୁଟି ବା ତାଙ୍କ ପ୍ରତିନିଧି |
ସଦସ୍ୟ |
୩ |
ଉପାଧ୍ୟକ୍ଷ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱର |
ସଦସ୍ୟ |
୪ |
ମହାପ୍ରବନ୍ଧକ, କେନ୍ଦ୍ରୀୟ ଟୁଲ୍ରୁମ୍ ଓ ତାଲିମ କେନ୍ଦ୍ର, ଭୁବନେଶ୍ୱର |
ସଦସ୍ୟ |
୫ |
ଓଡ଼ିଶା ସରକାରଙ୍କ ଅଧିକାରୀ ପ୍ରତିନିଧି/ ସରକାରଙ୍କ ଯୁଗ୍ମସଚିବ,‘‘ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ’’, ଭୁବନେଶ୍ୱରଙ୍କ ବୈଷୟିକ ଶିକ୍ଷା ଯିଏ ଦେଖାଚାହାଁ କରୁଥିବେ |
ସଦସ୍ୟ |
୬ |
ଅଧ୍ୟକ୍ଷ ଶିଳ୍ପ ତାଲିମ ପ୍ରତିଷ୍ଠାନ ବେସରକାରୀ ଡିପ୍ଲୋମା ପ୍ରତିଷ୍ଠାନର ଜଣେ ପ୍ରତିନିଧି |
ସଦସ୍ୟ |
୭ |
ଅଧ୍ୟକ୍ଷ, ସମ୍ବଲପୁର ଶିଳ୍ପ ତାଲିମ ପ୍ରତିଷ୍ଠାନ ବାଲେଶ୍ୱର(ବେସୀକାରୀ ଶିଳ୍ପ ପ୍ରତିଷ୍ଠାନ ମାନଙ୍କ ମଧ୍ୟରୁ ଜଣେ ପ୍ରତିନିଧି) |
ସଦସ୍ୟ |
ଉପଦେଷ୍ଟା ସମିତି ପରାମର୍ଶ ଦିଅନ୍ତି ଯେ ପରିଷଦର କାର୍ଯ୍ୟାବଳୀଗୁଡ଼ିକୁ ଧାରାରେ ପକାଇବା ପାଇଁ ନୂଆ ପ୍ରୟାସ ହାତକୁ ନିଆଯିବ
ଅର୍ଥ ସମିତି |
କ୍ରମ |
ପଦ |
ପଦନାମ |
୧ |
ଉପାଧ୍ୟକ୍ଷ, ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ରାଜ୍ୟ ପରିଷଦ |
ଅଧ୍ୟକ୍ଷ (ସଭାଧ୍ୟକ୍ଷ) |
୨ |
ଆର୍ଥିକ ପରାମର୍ଶଦାତା ତଥା ଯୁଗ୍ମ ସଚିବ କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ |
ସଦସ୍ୟ |
୩ |
ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପ୍ରତିନିଧି |
ସଦସ୍ୟ |
୪ |
ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଓଡ଼ିଶାର ବୈଷୟିକ ଶିକ୍ଷା ବୁଝୁଥିବା ଉପ ନିର୍ଦ୍ଦେଶକ |
ସଦସ୍ୟ |
୫ |
ସଚିବ, ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦ |
ସଦସ୍ୟ |
- କାର୍ଯ୍ୟନିର୍ବାହୀ ସମିତିରେ ଉପସ୍ଥାପନ ହେବାକୁ ଥିବା ବାର୍ଷିକ ବଜେଟ ପ୍ରସ୍ତୁତ କରିବା
- ପରିଷଦର ଆର୍ଥିକ ସମ୍ୱନ୍ଧୀୟ ସମସ୍ତ ବିଷୟରେ କାର୍ଯ୍ୟ ନିର୍ବାହୀ ସମିତିର ପରାମର୍ଶ ଉପରେ ମତାମତ ଦେବା
- ନୁତନ ଖର୍ଚ୍ଚ ପ୍ରସ୍ତାବ ଅନୁଧ୍ୟାନ କରିବା ଏବଂ କାର୍ଯ୍ୟକାରୀ ସମିତିକୁ ପରାମର୍ଶ ଦେବା
- ଆର୍ଥିକ ଅଟକଳରେ ଦିଆଯାଇଥିବା ପ୍ରତି ମାସର ଆୟ ଓ ବ୍ୟୟର ବିବରଣୀ ଅନୁଧ୍ୟାନ କରିବା ଏବଂ ପରିଷଦର ଆର୍ଥିକ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ବିଷୟ ଗୁଡ଼ିକ ଉପରେ କାର୍ଯ୍ୟନିର୍ବାହୀ ସମିତିକୁ ଆବଶ୍ୟକ ବିବରଣୀ ଓ ପରାମର୍ଶ ପ୍ରଦାନ କରିବା
- ଆବଶ୍ୟକ ସ୍ଥଳେ ବଜେଟ ଅଟକଳ ସଂଶୋଧନ କରିବା ପାଇଁ କାର୍ଯ୍ୟନିର୍ବାହୀ ସମିତିକୁ ପ୍ରସ୍ତାବ ଦେବା
- ଓଡ଼ିଶା ସରକାରଙ୍କ ଆର୍ଥିକ ନିୟମାବଳୀ ଓ ସେଥିରେ ଥିବା ବ୍ୟବସ୍ଥା ଅନୁସାରେ ନିୟମ ପ୍ରସ୍ତୁତ କରିବା ଏବଂ ସରକାରଙ୍କ ଷ୍ଟାଣ୍ଡ଼ିଂ ଆଦେଶ ଅନୁସାରେ ଓ କାର୍ଯ୍ୟନିର୍ବାହୀ ସମିତିର ଅନୁମୋଦନରେ ପରିଷଦରେ ପ୍ରଚଳିତ ହିସାବ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିବା
- ପରିଷଦର ଆର୍ଥିକ ବିଷୟ ସହ ସମ୍ବନ୍ଧିତ ଅନ୍ୟ କୈାଣସି ବିଷୟ ବିଚାର ପାଇଁ ଆସିଲେ ତାହା ବିଚାର କରିବା
- ବର୍ଷକୁ ଅନ୍ତତଃ ପ୍ରତି ତିନି ମାସରେ ଥରେ ଆର୍ଥିକ ସମିତିର ବୈଠକ ଅନୁଷ୍ଠିତ ହେବ
ନିରୀକ୍ଷଣ ମୂଲ୍ୟାୟନ ସମିତି
|
କ୍ରମ |
ପଦ |
ପଦବୀ |
୧ |
ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ତାଲିମ, ଓଡ଼ିଶା, କଟକ |
ଅଧ୍ୟକ୍ଷ (ସଭାଧ୍ୟକ୍ଷ) |
୨ |
ଯୁଗ୍ମ ନିର୍ଦ୍ଦେଶକ (ପାଠ୍ୟକ୍ରମ) |
ସଦସ୍ୟ |
୩ |
ଅଧ୍ୟକ୍ଷ ଟି.ଟି.ଟି. ଆଇ., କଲିକତାଙ୍କ ପ୍ରତିନିଧି |
ସଦସ୍ୟ |
୪ |
ସି,ଏସ୍.ଟି.ଏ. ଆର.ଆଇ. ନିର୍ଦ୍ଦେଶକଙ୍କ ପ୍ରତିନିଧି |
ସଦସ୍ୟ |
୫ |
ନାଲ୍କୋର ପ୍ରତିନିଧି |
ସଦସ୍ୟ |
୬ |
ସି.ଆଇ.ଆଇ. ଭୁବନେଶ୍ୱରର ପ୍ରତିନିଧି |
ସଦସ୍ୟ |
୭ |
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରତିନିଧି |
ସଦସ୍ୟ |
୮ |
ସଚିବ, ବୈଷୟିକ ଶିକ୍ଷା ଓ ଧନ୍ଦାମୁଳକ ତାଲିମ ରାଜ୍ୟ ପରିଷଦ |
ସଦସ୍ୟ |
- ସହ ବନ୍ଧନ ପାଇଁ ଆସିଥିବା ଆବେଦନ ଯାଞ୍ଚ କରି ଆବଶ୍ୟକ ସୁପାରିଶ ସହ ସଂପୃକ୍ତ ବୋର୍ଡ଼, ଏ.ଆଇ.ସି.ଟି.ଇ. ଏବଂ ଏନ.ସି.ଭି.ଟି କୁ ପଠାଇବା
- ସହବନ୍ଧନ ଏବଂ ସହବନ୍ଧନ ବାତିଲ ପାଇଁ ସମିତିର ଯେ କୈାଣସି ଆବଶ୍ୟକ ସୂଚନା ହାସଲ କରିବାର ଅଧିକାର ରହିଛି
- ଆବଶ୍ୟକ ସ୍ଥଳେ ନିରୀକ୍ଷଣ ଅଧିକାରୀ ନିଯୁକ୍ତ କରି ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଶିକ୍ଷାଦାନର ମାନ ଓ ପାଠ୍ୟକ୍ରମ
- ସଂପୂର୍ଣ୍ଣ ହୋରଇଛି କି ନାହିଁ ମୂଲ୍ୟାୟନ କରିବା ଏ.ଆଇ.ସି.ଟି.ଇ. ଓ ଡ଼ି.ଜି.ଟି ଦ୍ୱାରା ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ସହବନ୍ଧନ ପାଇଁ ସୁପାରିଶ କରିବା
କାର୍ଯ୍ୟ ନିର୍ବାହୀ ସମିତି
|
କ୍ରମ |
ପଦ |
ପଦ ନାମ |
୧ |
ଉପାଧ୍ୟକ୍ଷ, ଏସ୍.ସି.ଟି.ଇ.ଏବଂ ଭିଟି |
ଅଧ୍ୟକ୍ଷ (ସଭାଧ୍ୟକ୍ଷ) |
୨ |
ଡ଼ି.ଟି.ଇ.ଟି.ଦ୍ୱାରା ମନୋନୀତ ପ୍ରାର୍ଥୀ |
ସଦସ୍ୟ |
୩ |
ନିୟୋଜନ ନିର୍ଦ୍ଦେଶକ, ଓଡ଼ିଶା କିମ୍ବା ତାଙ୍କର ପ୍ରତିନିଧି |
ସଦସ୍ୟ |
୪ |
ଉପନିର୍ଦ୍ଦେଶକ ତଥା ସରକାରଙ୍କ ଉପସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ |
ସଦସ୍ୟ |
୫ |
ସଚିବ,ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ |
ସଦସ୍ୟ |
- ଆସବାବ ଉପଲବ୍ଧ କରିବା କିମ୍ବା କ୍ରୟ କରିବା
- ପରିଷଦର ମୋହରର ବ୍ୟବହାର ଓ ସୁରକ୍ଷା ସୁନିଶ୍ଚିତ କରିବା
- ପରିଷଦରେ କର୍ମଚାରୀଙ୍କ ଆବଶ୍ୟକ ସଂଖ୍ୟା, ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା,ନିଯୁକ୍ତି ସହିତ ସେବା ସର୍ତ୍ତ, ଅନୁଶାସନ, ଛୁଟି,ପେନସନ୍,ଭବିଷ୍ୟନିଧି ପାଣ୍ଠି ସୁବିଧା ଆଦି ସ୍ଥିର କରିବା
- ପରିଷଦ ଅଧୀନରେ କାର୍ଯ୍ୟ କରିବା ପାଇଁ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଓ ତାଙ୍କ ତଳେ କାର୍ଯ୍ୟ କରିବା ପାଇଁ କର୍ମଚାରୀ ଚୟନ ଓ ସେମାନଙ୍କ ନିୟୋଜନପରିଷଦର ନିୟନ୍ତ୍ରଣରେ ଥିବା ସମସ୍ତ ସମ୍ପତ୍ତି ଓ ପାଣ୍ଠିର ନିର୍ଧାରିତ ଉଦ୍ଦେଶ୍ୟରେ ସଞ୍ଚାଳନ
- ପରିଷଦର କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ମାନଙ୍କର ଗସ୍ତ ଖର୍ଚ୍ଚ ଓ ଭତ୍ତା ସ୍ଥିର କରିବା
- ଦୈନନ୍ଦିନ କାର୍ଯ୍ୟ ନିର୍ବାହ ପାଇଁ ନିଜସ୍ୱ ନିୟମାବଳୀ ପ୍ରସ୍ତୁତ କରିବା
- ପରିଷଦ ପରିଚାଳନାଧୀନ ବିଷୟ ଗୁଡ଼ିକ ସ୍ଥିର କରିବା
- ପରିଷଦର ବଜେଟ ଅଟକଳ ପ୍ରସ୍ତୁତ କରିବା
- ପ୍ରତିଷ୍ଠାନର ଯେ କୈାଣସି ପଦବୀ ମଞ୍ଜୁର,ସ୍ଥଗିତ କିମ୍ବା ଉଚ୍ଛେଦ କରିବା
- ଆବଶ୍ୟକ ଦେୟ ଆଦାୟ କରିବା
- ଅଣ ଆବର୍ତ୍ତୀ ବ୍ୟୟକୁ ସେହି ଗୋଟିଏ ହିସାବରେ ଗୋଟିଏ ବାବଦରୁ ଅନ୍ୟ ବାବଦକୁ ସ୍ଥାନାନ୍ତର
- ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ନିର୍ଦ୍ଦେଶାବଳୀ ଓ ଉପବିଧିରେ ଥିବା ବ୍ୟବସ୍ଥା ଅନୁସାରେ ପ୍ରଦତ୍ତ କ୍ଷମତା ବଳରେ ପ୍ରତ୍ୟକ୍ଷ ଭର୍ତ୍ତିରେ ହେଉଥିବା ସମସ୍ତ ନିଯୁକ୍ତି ଗୁଡ଼ିକର ନିଯୁକ୍ତି କର୍ତ୍ତୃପକ୍ଷ ହେଉଛନ୍ତି କାର୍ଯ୍ୟ ନିର୍ବାହୀ ସମିତି
- ଆବଶ୍ୟକ ସ୍ଥଳେ ପରିଷଦକୁ ସଂଶୋଧନ ପାଇଁ ପରାମର୍ଶ ଦେବା
- ଆବଶ୍ୟତା ଅନୁସାରେ ପାଠ୍ୟପୁସ୍ତିକା ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକର ପ୍ରସ୍ତୁତି ଓ ପ୍ରକାଶନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା
- ପରିଷଦର ଦୈନନ୍ଦିନ କାର୍ଯ୍ୟର ସୁପରିଚାଳନା ପାଇଁ କାର୍ଯ୍ୟ ନିର୍ବାହୀ ସମିତି ଆବଶ୍ୟକତା ଅନୁସାରେ ଉପାଧ୍ୟକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ଓ ସମୟରେ ମିଳିତ ହୋଇ କାର୍ଯ୍ୟପନ୍ଥା ସ୍ଥିର କରିବା
- କାର୍ଯ୍ୟ ନିର୍ବାହୀ ସମିତି ବୈଠକ ଆୟୋଜନର ଅନ୍ତତଃ ଏକ ସପ୍ତାହ ଆଗରୁ ବୈଠକର ସୂଚନା ପ୍ରଦାନ କରିବେ
- ସ୍ୱଳ୍ପ ଅବଧି ମଧ୍ୟରେ କାର୍ଯ୍ୟନିର୍ବାହୀ ସମିତିର ସ୍ୱତନ୍ତ୍ର କିମ୍ବା ଜରୁରିକାଳୀନ ବୈଠକ ଡକାଯାଇ ପାରିବ
ପରୀକ୍ଷା ସମିତି |
କ୍ରମ |
ପଦ |
ପଦବୀ |
୧ |
ଜି.ଏମ୍, ସି.ଟି.ଟି.ସି, ଭୁବନେଶ୍ୱର |
ଅଧ୍ୟକ୍ଷ (ସଭାଧ୍ୟକ୍ଷ) |
୨ |
ଅଧ୍ୟକ୍ଷ, ସି.ଇ.ଟି, ଭୁବନେଶ୍ୱର |
ସହ-ଅଧ୍ୟକ୍ଷ |
୩ |
ଡ଼ି.ଟି.ଇ.ଟି, ଓଡ଼ିଶା କିମ୍ବା ତାଙ୍କର ପ୍ରତିନିଧି |
ସଭ୍ୟ |
୪ |
ଡ. ଡି.କେ. ସାମନ୍ତରାୟ, ଅଧ୍ୟକ୍ଷ, ଜୟଦେବ ମହାବିଦ୍ୟାଳୟ, ନହରକଣ୍ଟା(ଫାର୍ମାସୀ) |
ସଭ୍ୟ |
୫ |
ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ ଓ ତାଲିମ ପ୍ରତିଷ୍ଠାନ ମାନଙ୍କର ଅଧ୍ୟକ୍ଷ |
ସଭ୍ୟ |
୬ |
ପରୀକ୍ଷା ମହାନିୟନ୍ତ୍ରକ, ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପରୀକ୍ଷାର ମୁଖ୍ୟ ସଂଯୋଜକ |
ସଭ୍ୟ ସଚିବ |
୭ |
ମୁଖ୍ୟ ପରୀକ୍ଷା ସାରଣୀକାର |
ନିମନ୍ତ୍ରିତ ସଭ୍ୟ |
- ପରିଷଦ ଦ୍ୱାରା ଆୟୋଜିତ ପରୀକ୍ଷା ପରିଚାଳନା ଓ ନିୟନ୍ତ୍ରଣ
- ପରୀକ୍ଷକ, ପ୍ରଶ୍ନପତ୍ର ପ୍ରସ୍ତୁତକାରୀ/ପ୍ରଶ୍ନପତ୍ର ସମୀକ୍ଷକ ମାନଙ୍କର ନିଯୁକ୍ତି
- ହିସାବକାରୀ ମାନଙ୍କର ନିଯୁକ୍ତି
- ପରୀକ୍ଷାର୍ଥୀ,ପରୀକ୍ଷକ,ପରୀକ୍ଷା କେନ୍ଦ୍ର ମାନଙ୍କର ଅଧୀକ୍ଷକ ଓ ପରୀକ୍ଷା ସହ ସମ୍ପୃକ୍ତ ଅନ୍ୟ ସମସ୍ତଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି/ପ୍ରସ୍ତୁତ କରିବା
- ପରୀକ୍ଷା କେନ୍ଦ୍ର ଚୟନ ଓ ପ୍ରତି ପରୀକ୍ଷାର ତାରିଖ ଧାର୍ଯ୍ୟ କରିବା
- ପରୀକ୍ଷାର୍ଥୀ ମାନଙ୍କ ଆବେଦନ ପାଇଁ ନିର୍ଦ୍ଧାରିତ ଆବେଦନ ଫର୍ମ ଓ ସଫଳ ପରୀକ୍ଷାର୍ଥୀ ମାନଙ୍କୁ ଦିଆଯିବାକୁ ଥିବା ପ୍ରମାଣପତ୍ର ଫର୍ମ ପ୍ରସ୍ତୁତ କରିବା
- କପି/ନକଲ ମାମଲା ଗୁଡ଼ିକର ବିଚାର କରି ଦୋଷୀ ପ୍ରାର୍ଥୀ ମାନଙ୍କୁ ଦଣ୍ଡବିଧାନ କରିବା
- ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ କେନ୍ଦ୍ର ସ୍ଥିର କରିବା
- ବିଭିନ୍ନ ପରୀକ୍ଷା ପାଇଁ ଦେବାକୁ ଥିବା ଦେୟ ଧାର୍ଯ୍ୟ କରିବା
- ସାମୟିକ ପ୍ରମାଣପତ୍ର ଓ ସ୍ଥାନାନ୍ତରଣ ପ୍ରମାଣପତ୍ର ନିର୍ଗମନ ପାଇଁ ନିର୍ଦ୍ଧାରିତ ଦେୟ ସୁପାରିଶ କରିବା
- ମୂଲ୍ୟାୟନ ଓ ପୁନଃ ମୂଲ୍ୟାୟନ ପାଇଁ ଦେୟ ସୁପାରିଶ କରିବା
- ପରୀକ୍ଷା ବ୍ୟବସ୍ଥିତ ଓ ଦକ୍ଷତାର ସହ ଆୟୋଜନ କରିବା ପାଇଁ ଆବଶ୍ୟକ ଅନ୍ୟାନ୍ୟ ଦେୟ ପାଇଁ ସୁପାରିଶ କରିବା
- ପରୀକ୍ଷା ଫଳ ଘୋଷଣା କରିବା
- ପରୀକ୍ଷା ସମ୍ୱନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବା
- ସରକାରୀ ଆଦେଶାବଳୀ, ସୁପାରିଶ, ଦକ୍ଷତା ପରୀକ୍ଷା ଓ ପରୀକ୍ଷା ପରିଚାଳନା ପାଇଁ ସରକାରୀ ଆଦେଶାବଳୀର ଉଲ୍ଲଙ୍ଘନ କରୁନଥିବା ଅନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା
ପାଠ୍ୟଖସଡ଼ା ଓ ଶିକ୍ଷଣ ସାଧନ ବିକାଶ ସମିତି |
କ୍ରମ |
ପଦ |
ପଦବୀ |
୧ |
ଉପାଧ୍ୟକ୍ଷ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ, ଓଡ଼ିଶା |
ଅଧ୍ୟକ୍ଷ (ସଭାଧ୍ୟକ୍ଷ) |
୨ |
ଉପନିର୍ଦ୍ଦେଶକ (ସି.ଡି.ସି. ଓ ଏଫ୍.ଡି.), ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ, ଓଡ଼ିଶା |
ସଦସ୍ୟ |
୩ |
ବୈଷୟିକ ବିଦ୍ୟାଳୟ, ପଲିଟେକ୍ନିକ ଓ ବୈଷୟିକ ମହାବିଦ୍ୟାଳୟ ମାନଙ୍କର ସମ୍ୱନ୍ଧୀୟ ବିଷୟଗୁଡ଼ିକ ସହ ସମ୍ପୃକ୍ତ ଦୁଇ ଜଣ ବିଷୟ ଶିକ୍ଷକ |
ସଦସ୍ୟ |
୪ |
କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ସହ ସମ୍ପୃକ୍ତ ଜଣେ ପ୍ରତିନିଧି |
ସଦସ୍ୟ |
୫ |
ଏନ. ଆଇ.ଟି.ଟି.ଟି.ଆର. କୋଲକାତାର ଜଣେ ପ୍ରତିନିଧି |
ସଦସ୍ୟ |
୬ |
ପରୀକ୍ଷା ନିୟନ୍ତ୍ରକ, ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ଭୁବନେଶ୍ୱର |
ସଦସ୍ୟ ସଚିବ |
- ଡିପ୍ଲୋମା ଓ ଡିପ୍ଲୋମା ପରବର୍ତ୍ତୀ ପାଠ୍ୟକ୍ରମ ଗୁଡ଼ିକର(ଥିଓରି ଓ ପ୍ରାକ୍ଟିକାଲ) ପାଠ୍ୟଖସଡ଼ା ପ୍ରସ୍ତୁତ କରିବା ।
- ପାଠ୍ୟଖସଡ଼ାରେ ପରିବର୍ତ୍ତନ
- ଶିକ୍ଷାଦାନର ପ୍ରଣାଳୀ
- ପାଠ୍ୟପୁସ୍ତିକା ଓ ପତ୍ରିକା ଇତ୍ୟାଦି ସୁପାରିଶ କରିବା
- ଶିକ୍ଷାସାଧନ ସାମଗ୍ରିର ବିକାଶ