ତଟକା ଖବର

କ୍ରମାଙ୍କ. ତଟକା ଖବର ଷ୍ଟେଟ୍ସ
1 (English) Skill Competition Odisha-2018
2 ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ର ଆଦେଶ ସଂଖ୍ୟା ୬୭୧୭ ତାରିଖ ୨୨.୧୨.୨୦୧୭ର ଅନୁପାଳନ କ୍ରମେ ଶୀତ ୨୦୧୭ ଡିପ୍ଲୋମା ପରୀକ୍ଷା ପାଇଁ ପରୀକ୍ଷା ଫିସ୍‌ ଭାବରେ ୧୬୨ଟି ଅନୁଷ୍ଠାନ (ତାଲିକା ସଂଲଗ୍ନ) ଦାଖଲ କରିଥିବା ପରୀକ୍ଷା ଫିସ୍‌ରୁ କେନ୍ଦ୍ର ଶୁଳ୍କ ଭାବରେ ଛାତ୍ରଛାତ୍ରୀ ପିଛା ଟ.୩୫/- ଲେଖାଏଁ ହିସାବରେ ଟ.୫୨,୬୯,୮୯୦/- ମାତ୍ର ଫେରସ୍ତର ମଂଜୁରୀ
3 ଡିପ୍ଲୋମା ଅନୁଷ୍ଠାନଗୁଡ଼ିକର ଦୂରଭାଷ ସଂଖ୍ୟା, ଇମେଲ ଠିକଣା ଆଦିର ସବିଶେଷ:
4 ଉଭୟ ସରକାରୀ ଓ ବେସରକାରୀ ଡିପ୍ଲୋମା ଇଂଜିନିୟରିଂ ବିଦ୍ୟାଳୟ/ ବହୁବୃତ୍ତି ଅନୁଷ୍ଠାନ ଗୁଡ଼ିକର ଅଧ୍ୟକ୍ଷ ସମ୍ମିଳନୀ ୩୧.୦୧.୨୦୧୭ରେ ବିଜୁପଟ୍ଟନାୟକ ଫିଲ୍ମ ଓ ଟିଭି ଅନୁଷ୍ଠାନ, କଟକରେ
5 ଗ୍ରୀଷ୍ମ ୨୦୧୭ ଡିପ୍ଲୋମା ପରୀକ୍ଷା ପାଇଁ ଫର୍ମପୂରଣ ତଥ୍ୟର ଅପ୍‌ଲୋଡ଼ିଂ
6 ନିୟମିତ ଛାତ୍ରଛାତ୍ରୀମାନଙ୍କର ଗ୍ରୀଷ୍ମ ୨୦୧୭ ଡିପ୍ଲୋମା ପରୀକ୍ଷା ପାଇଁ ଫର୍ମପୂରଣ
7 ସମସ୍ତ ଡିପ୍ଲୋମା ଅନୁଷ୍ଠାନଗୁଡ଼ିକ ପାଇଁ ବିଷୟ-ଶିକ୍ଷକ ପଞ୍ଜୀକରଣ ବିଜ୍ଞପ୍ତି
8 ରଦ୍ଦ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର/ମହାବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର Old
9 ଡିପ୍ଲୋମା ୨୦୧୬ (ରେଗୁଲାଇ ଓ ଏଲ୍‌.ଇ.)ରେ ନାମଲେଖାଇଥିବା ପ୍ରାର୍ଥୀମାନଙ୍କ ଅନୁମୋଦନ ପ୍ରକ୍ରିୟା Old