ରାଜ୍ୟ ବୈଷୟିକ ଶିକ୍ଷ...
- ଶ୍ରୀମତୀ ଉଷା ଦେବୀ
- ମାନ୍ୟବର ମନ୍ତ୍ରୀ
- ଯୋଜନା ଓ ସଂଯୋଜନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
- ଶ୍ରୀ ସଞ୍ଜୟ କୁମାର ସିଂହ, ଆଇ.ଏ.ଏସ୍.
- ଚେୟାରମ୍ୟାନ୍
- ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା
ଆମର ବ୍ରତ
ଆମର ବ୍ରତ ‘‘ଓଡ଼ିଶାରେ ଦକ୍ଷତାପ୍ରାପ୍ତ’’ - ଏହି ବାର୍ତ୍ତାକୁ ସମାଜର ପ୍ରତ୍ୟେକ କୋଣଅନୁକୋଣରେ ପହଞ୍ଚାଇବା ଏବଂ ପରବର୍ତ୍ତୀ ପିଢ଼ି ଭିତରେ ଏକ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା।
ଆମର ସ୍ୱପ୍ନ
ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଉତ୍ପାଦନଶୀଳ ସହଭାଗିତା ଜରିଆରେ ସମାଜର ମହିଳା ଓ ଦୁର୍ବଳ ଶ୍ରେଣୀଙ୍କ ସଶକ୍ତୀକରଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ରାଜ୍ୟରେ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣର ସମନ୍ୱୟ ଭିତ୍ତିକ ବିକାଶ ସୁନିଶ୍ଚିତ କରିବା।